ରେଢାଖୋଲ
ସମ୍ୱଲପୁର ପାର୍ଶ୍ୱ ବର୍ତ୍ତୀ ଏକ ଓଡ଼ିଆ ଗଡ଼ଜାତ ରାଜ୍ୟ —One of the Oriya states adjoining Sambalpur.
[ଦ୍ରଷ୍ଟବ୍ୟ —ଏହି ରାଜବଂଶର ରାଜାମାନଙ୍କ ସନ୍ତକ 'ଶଙ୍ଖପଦ୍ମ' ଜଗବନ୍ଧୁ ପ୍ରାଚୀନ ଉତ୍କଳ] ମଗର ଲେଉଟ ତଳେ ନୋଟ୍ ଦେଖ]