Jump to content

ରେଣୁକ

ଉଇକିଅଭିଧାନ‌ରୁ

ରେଣୁକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ରେଣୁକା)

[ସମ୍ପାଦନା]

ଔଷଧରେ ବ୍ୟବହୃତ ସୁଗନ୍ଧ ଫଳବିଶେଷ —Name of a medicial scented berry; Piper Aurantiacum.

[ଦ୍ରଷ୍ଟବ୍ୟ — ଏହା କଟୁ ବିପାକ, ବିକ୍ତ, କଟୁରସ, ଅନୁଷ୍ପ, ଲଘୁ ପରିବର୍ଦ୍ଧକ, ଅଗ୍ନି— ପ୍ରଦୀପକ, ମେଧାଜନକ, ପାଚକ ଓ ଗର୍ଭପାତକାରକ ଏହା କଫ ଓ ବାୟୂର ପ୍ରକୋପ ନିବାରକ, ତୃଷ୍ଣା, କଣ୍ଡୁ, ବିଷ ଓ ଦାହନାଶକ— ଦ୍ରବ୍ୟଗୁଣ]