Jump to content

ରେଣୁ ରୂଷିତ

ଉଇକିଅଭିଧାନ‌ରୁ

ରେଣୁ ରୂଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ରେଣୁ=ଧୂଳିଦ୍ୱାରା ରୂଷିତ= ରଞ୍ଜିତ)

[ସମ୍ପାଦନା]

ଧୂଳି ସରସର —Basmeared with dust; smeared over with dust.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗର୍ଦଭ; ଗଧ —The ass.