Jump to content

ରେଣ୍ଟ

ଉଇକିଅଭିଧାନ‌ରୁ

ରେଣ୍ଟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପୋଖରୀ ବନ୍ଧର ପୋଖରୀ ଆଡ଼କୁ ଥିବା ଢାଲୁ ଅଂଶ —୧. The slope of the embankment leading to the edge of the water of a pond or tank.
୨. ରେଣ୍ଟା (ଦେକ) — ୨. Reṇṭā (See)

ପ୍ରଦେଶଜ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ବୁଢ଼ା ଆଙ୍ଗୁଠି ଅଗରୁ ତର୍ଜନୀର ଅଗ୍ରଭାଗ ପର୍ଯ୍ୟନ୍ତ ବସ୍ତୃତ ସ୍ଥାନର ପରିମାଣ —The distance between the tips of the great finger and of the under finger.