Jump to content

ରେଣ୍ଟା

ଉଇକିଅଭିଧାନ‌ରୁ

ରେଣ୍ଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ରେଣ୍ଟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଇଂରାଜୀ - ରେଟ୍)

[ସମ୍ପାଦନା]

ଏକଜିଗରିଆ; ଏକବାଗିଆ; ଜିଦିବାଜ୍ —Obstinate; perverse; persistent.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରେଗଡ଼ା ଭୂମି —୧. Gravelly land.
୨. ଜମି ଆଦିର ସୀମା —୨. Boundary.