Jump to content

ରେଣ୍ଟି ଛଡ଼େଇବା

ଉଇକିଅଭିଧାନ‌ରୁ

ରେଣ୍ଟି ଛଡ଼େଇବା

ଉଚ୍ଚାରଣ

[ସମ୍ପାଦନା]

ରେଣ୍ଟି ଭାଙ୍ଗିବା, ରେଣ୍ଟି ମାରିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିର ଜିଦି ଅନୁସାରେ କାର୍ଯ୍ୟ ନ କରି ତାକୁ ତାହାର ଜିଦିରୁ ନିବୃତ୍ତ କରାଇବା — To baffle a person's obstinacy by not accending to his insistent demand.