Jump to content

ରେତ୍ର

ଉଇକିଅଭିଧାନ‌ରୁ

ରେତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୀ ଧାତୁ=ଗମନ କରିବା, କ୍ଷରିବା+କର୍ତ୍ତୃ. ର)

[ସମ୍ପାଦନା]
୧. ଶୁକ୍ର —୧. Semen.
୨. ପଟ୍ଟବସ୍ତ୍ର —୨. Silk cloth.
୩. ପାରଦ —୩. Mercury.
୪. ଅମୃତ —୪. Nectar (Apte).
୫. ସୁବାସିତ ଚୂର୍ଣ୍ଣ —୫. Perfumed powder (Apte).