Jump to content

ରେପ

ଉଇକିଅଭିଧାନ‌ରୁ

ରେପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରିଫ୍ ଧାତୁ=ବଧ କରିବା, ଆଘାତ କରିବା, ନିନ୍ଦା କରିବା+ କର୍ତ୍ତୃ ବା କର୍ମ ଅ; କିମ୍ୱା ରିପ୍ ଧାତୁ=ଶବ୍ଦ କରିବା +କର୍ତ୍ତୃ ଅ)

[ସମ୍ପାଦନା]
୧. ନୀଚ —୧. Low; mean, base.
୨. ନିର୍ଦ୍ଦୟ ୨. Cruel.
୩. କୃପଣ —୩. Miserly.