Jump to content

ରେପଣା

ଉଇକିଅଭିଧାନ‌ରୁ

ରେପଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ଯାଜପୁର ଓ ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

କ୍ଷେତ ଜମିର ଏକ ସ୍ଥାନରେ ଗଦା ହୋଇଥିବା ବାଲିକୁ ଚାରିଆଡ଼େ ଖେଳାଇ ଜମିକୁ ସମତଳ କରିବାରେ ବ୍ୟବହୃତ ଗୋଟିଏ କାଠର ପଟା(ଯାହାର ଦୁଇ ମୁଣ୍ଡରେ ଦଉଡ଼ି ବା ବାଉଁଶ ଲାଗିଥାଏ ଓ ଯାହାକୁ ଭୂମି ଉପରେ ମଇ ପରି ମନୁଷ୍ୟ ବା ବଳଦଙ୍କଦ୍ୱାରା ଟଣାଇବାକୁ ହୁଏ) —A long wooden plate for levelling a field by drawing it over loose uneven earth or sand.