Jump to content

ରେପାଃ

ଉଇକିଅଭିଧାନ‌ରୁ

ରେପାଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - —[ରିଫ୍ ଧାତୁ=ନିନ୍ଦା କରିବା+କର୍ତ୍ତୃ. ଅସ୍; ରେଫସ୍ ଓ ରେପସ, ଶବ୍ଦ ୧ମା. ୧ବ)

[ସମ୍ପାଦନା]
୧. ନୀଚ; ହୀନ; ଅଦମ —୧. Law; mean.
୨. ଦୁଷ୍ଟ — ୨. Wicked.
୩. କ୍ରୁର —୩. Cruel.
୪. କୃପଣ —୪. Miserly.