ରେଭିନିଉଁ କମିସନର
ଦେଖଣା
ରେଭିନିଉଁ କମିସନର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରେଭିନିଉଁ କମିସନର
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଭେନ୍ୟୁ କମିସନର)
[ସମ୍ପାଦନା]ନବପ୍ରତିଷ୍ଠିତ ଓଡ଼ିଶା ପ୍ରଦେଶର ରାଜସ୍ୱ ସଂକ୍ରାନ୍ତି ସମସ୍ତ ବିଷୟର ଭାରପ୍ରାପ୍ତ ଉଚ୍ଚତମ ରାଜକର୍ମଚାରୀ —The Revenue Commissioner of the newly formed Orissa Province.
[ଦ୍ରଷ୍ଟବ୍ୟ —ଅନ୍ୟାନ୍ୟ ପ୍ରଦେଶରେ ରେଭିନିଉ ବୋଡ଼୍ ଓ ରେଭିନିଉ ମେମ୍ୱରଙ୍କ କର୍ମ ଓ ଅଧିକାର ଓଡ଼ିଶା ପ୍ରଦେଶରେ ଏହାଙ୍କଦ୍ୱାରା ପରିଚାଳିତ]