ରେମୁଣା
ଦେଖଣା
ରେମୁଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବାଲେଶ୍ୱର ସହରର ପଶ୍ଚିମରେ ୬ମାଇଲ୍ ଦୂରରେ ଅବସ୍ଥିତ ଗ୍ରାମବିଶେଷ —A village ୬ miles to the west of Balasore where there is a Deity named Gopīnātha.
[ଦ୍ରଷ୍ଟବ୍ୟ —ଏଠାରେ 'କ୍ଷୀରଚୋରା ଗୋପୀନାଥ' ଠାକୁର ଅଛନ୍ତି ଉତ୍କୃଷ୍ଟ କଂସା ବାସନପାଇଁ ଏ ଗ୍ରାମ ବିଖ୍ୟାତ ଏହି ଠାକୁରଙ୍କ ନିକଟରେ ହେଉଥିବା ଦୁଗ୍ଧର କ୍ଷୀର (ପାୟସ) ଭୋଗକୁ ଅନେକ ଲୋକ ପସନ୍ଦ କରନ୍ତି]