ରେରେକାର
ଶତ୍ରୁଆକ୍ରମଣକାରୀର ଅସ୍ଫାଳନ ଶବ୍ଦ — The roaring or challenge of a warrior while attacking an enemy.
[ଉ—ବିସ୍ତାରେ ରେରେକାର ଶୁଭଅଛି, ବହ୍ନିଯୋଗ ପ୍ରାୟେ ଜିହ୍ୱା ଜଳୁଛି ଭଞ୍ଜ. ବୈଦେହିଶବିଳାସ]