ରେଲି ଙ୍ଗ୍
ଦେଖଣା
ରେଲି ଙ୍ଗ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -[ଇଂରାଜୀ - ରେଲିଙ୍ଗ୍]
[ସମ୍ପାଦନା]ଲୁହାର ଲମ୍ୱା ଛଡ଼, ଯାହା କି ବାଡ଼ ଆଦିରେ ଦିଆ ହୁଏ— (ରେଲିଂ—ଅଶୁଦ୍ଧରୂପ) Iron railing.
[ଉ—କାଠ ରେଲିଙ୍ଗ୍ ବେଢ଼ା ନଜର ଖାନା ଗାରଦ ଘରର ଗୋଟାଏ କୋଣରେ ବାଡ଼କୁ ଆଉଜି ଆଖି ବୁଜି ଗୋଟିଏ ଆସାମୀ ବସିଅଛି ଫକୀରମୋହନ. ଛମାଣ ଆଠଗୁଣ୍ଠ]