ରେଲି ବ୍ରଦର୍
ଦେଖଣା
ରେଲି ବ୍ରଦର୍
ଉଚ୍ଚାରଣ
[ସମ୍ପାଦନା][ରେଲ ବିରାଦର୍ସ୍—ଗ୍ରାମ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବି—(ଇଂରାଜୀ - ରାଲି ବ୍ରଦର୍ସ)
[ସମ୍ପାଦନା]ବିଲାତର ମାଞ୍ଚେଷ୍ଟରରେ ପ୍ରତିଷ୍ଠିତ ଭାରତବାସୀଙ୍କ ପାଇଁ ଅଭିପ୍ରେତ କଳ—ବସ୍ତ୍ର ବ୍ୟବସାୟୀ କମ୍ପାନୀ —Ralli Brothers; a company of manugacturers and traders of English mill-made cloths for India.
[ଦ୍ରଷ୍ଟବ୍ୟ —ଏ କମ୍ପାନୀ ଭାରତବର୍ଷ ଆଦି ଦେଶରୁ କପା ଓ ତୁଳା କିଣି ନେଇ ବିଲାତର କଳ କାରଖାନାରେ ଲୁଗା, ଆଦି ବୁଣାଇ ପୁଣି ସେହି ଲୁଗାମାନ ବିକ୍ରୀ କରିବା ପାଇଁ ଭାରତକୁ ପଠାଉ ଅଛନ୍ତି ଏବଂ ଏମାନଙ୍କ ସ୍ୱାର୍ଥ ପ୍ରଣୋଦିତ ଅନୁଗ୍ରହରୁ ଭାରତରେ ଘରେ ଘରେ ନାନା ପ୍ରକାରରେ ବାଲାତି ଲୁଗା ଭରତି ହୋଇ ଯାଇଅଛି]