Jump to content

ରେଲ୍ଟାଇନ୍

ଉଇକିଅଭିଧାନ‌ରୁ

ରେଲ୍ଟାଇନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଳ୍ ଟାଇମ୍)

[ସମ୍ପାଦନା]
୧. ରେଳ ଆସି ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀ ଆଦି ବସିବାର ଓ ରେଳ ଷ୍ଟେସନ୍ ଛାଡ଼ି ଅନ୍ୟତ୍ର ଚାଲିଯିବାର ନିର୍ଦ୍ଦିଷ୍ଟ ବେଳା (ଯେଉଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଷ୍ଟେସନରେ ନ ପହଞ୍ଚିଲେ ଯାତ୍ରୀ ରେଳଗାଡ଼ିର ବସି ପାରନ୍ତି ନାହିଁ) — ୧. The schduled time by which a person may catch the train.
୨. ରେଳଗାଡ଼ିର ପରିଚାଳିନା ପାଇଁ ଗଣାଯିବା ନିର୍ଦ୍ଦିଷ୍ଟ ସମୟ — ୨. Railway time, as oppesed to local time.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ସ୍ଥାନର ସମୟ ଭିନ୍ନ ଭିନ୍ନ ଥିବାରୁ ରେଳ ଚଳାଇବାରେ ଅସୁବିଧା ହେବ ବୋଲି ରେଳ କମ୍ପାନୀମାନେ ସବୁ ଷ୍ଟେସନରେ ଗୋଟିଏ ସ୍ଥାନର ସମୟ ନିର୍ଦ୍ଦିଷ୍ଟ କରି ଥାଆନ୍ତି ବେଙ୍ଗଲ ନାଗପୁର ରେଳ କମ୍ପାନୀ ତାଙ୍କ ଅଧୀନ ଷ୍ଟେସନମାନଙ୍କରେ ମାନ୍ଦ୍ରାଜାର (Standard) ଟାଇମ୍ ନିର୍ଦ୍ଦିଷ୍ଟ କରି ଅଛନ୍ତି ଆହୁରି ରାତି ୧୨: ଟା ପରେ ବା଼ଜିବା ୧ ଘଣ୍ଟାଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ୧୨: ଘଣ୍ଟା ଓ ଅପରାହ୍ନ ୧ଠାରୁ ରାତି ୧୨: ଟା ପର୍ଯ୍ୟନ୍ତ ସମୟକୁ ରେଳର ଗଣନା ଅନୁସାରେ ୧୩: ଠାରୁ ୨୪: ଘଣ୍ଟା ଗଣାଯାଏ]