ରେଲ୍ ଇଷ୍ଟେସନ୍
[ରେଲ୍(ନ) ଟେ(ଟି)ସନ୍—ଗ୍ରାମ୍ୟ ରୂପ]
=== ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଳବେ ଷ୍ଟେସନ୍)
ଯାତ୍ରୀ ପ୍ରଭୃତିଙ୍କ ପାଇଁ ରେଳ ଗାଡ଼ି ଠିଆ ହେବାର ସ୍ଥାନ — Railway station.