ରେଲ୍ କମ୍ପାନୀ
ଦେଖଣା
ରେଲ୍ କମ୍ପାନୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରେଲ୍ କମ୍ପାନୀ
|
(ରେଳ୍ୱେ କମ୍ପାନୀ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଳ+ କମ୍ପାନୀ)
[ସମ୍ପାଦନା]ରେଳବେ ତିଆରି କରି ତହିଁରେ ଗାଡ଼ି ଚଳାଉଥିବା ଯୌଥ କାରବାରୀ ବ୍ୟବସାୟୀଙ୍କ ଦଳ —Railway company