ରେଲ୍ ଗାଡ଼ି
ଦେଖଣା
ରେଲ୍ ଗାଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରେଲ୍ ଗାଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଷ୍ପୀୟଯାନ; ବାଷ୍ପ ଚାଳିତ ଶକଟ — Railway train.
[ଦ୍ରଷ୍ଟବ୍ୟ —ରେଳ ଗାଡ଼ି ଅନେକ ପ୍ରକାର ଯଥା— ଛୋଟ ଗାଡ଼ି —Bogie, ବଡ଼ ଗାଡ଼ି —Carriage, ମାଲ୍ ବା ଡ଼ାକ ଗାଡ଼ି —Mail train ଏକ୍ସପ୍ରେସ୍ —Express, ପାସେଞ୍ଜର୍ ବା ଯାତ୍ରୀ ଗାଡ଼ି — Passenger train, ଗୁଡ଼ସ୍ ବା ମାଲ ଗାଡ଼ି — Goods train, ରେଳଗାଡ଼ିର ଆଗର କଳ ଗାଡ଼ି ବା ଏଞ୍ଜିନ୍ —Railway engine or tender, ପଛରେ ଗାର୍ଡ ରହିବା ଗା଼ଡ଼ି —Break van, ରେଳ ବିଭାଗର ବଡ଼ କର୍ମଚାରୀ, ରାଜା , ମହାରାଜା, ଲାଟ, ବଡ଼ଲାଟ, ପ୍ରଭୁତିଙ୍କର ଗସ୍ତ କରିବା ପାଇଁ ନିର୍ମିତ ସୁସଜ୍ଜିତ ରେଳ ଡବା —Saloon.]