Jump to content

ରେଲ୍ ପୋଇ

ଉଇକିଅଭିଧାନ‌ରୁ

ରେଲ୍ ପୋଇ

ଉଚ୍ଚାରଣ

[ସମ୍ପାଦନା]

ପ୍ରଦେଶଜ - (ଗଞ୍ଜାମ) ବିଶେଷ୍ୟ - (ଇଂରାଜୀ - ରେଲ+ସଂସ୍କୃତ - ପଥ)

[ସମ୍ପାଦନା]

ଯେଉଁ ଲୁହାର ଲମ୍ୱ କଡ଼ି ଉପରେ ରେଳର ଚକ ତଳେ —Railway line; the iron railings on which the wheels of the railway carriage move.