Jump to content

ରେଲ୍ ବାଇ ଟାଇମ୍ ଟେବୁଲ୍

ଉଇକିଅଭିଧାନ‌ରୁ

ରେଲ୍ ବାଇ ଟାଇମ୍ ଟେବୁଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - [ଇଂ ରେଲବେ ଟାଇମ୍ ଟେବ୍ଲ]

[ସମ୍ପାଦନା]

ଯେଉଁ ପୁସ୍ତକରେ ରେଲ କମ୍ପାନୀ ତାଙ୍କ ଅଧୀନ ରେଳ ଲାଇନ୍ ମାନଙ୍କରେ କେଉଁ ଷ୍ଟେସନରେ କେତେବେଳେ କେଉଁ ଗାଡ଼ି ପହଞ୍ଚିବ, କେତେବେଳେ ଅପେକ୍ଷା କରିବ, କେତେବେଳେ ଛାଡ଼ିବ, କେତେ ଭଡ଼ା କେତେ ଦୂରତ୍ୱ , ନିୟମ ଇତ୍ୟାଦି ରେଲ ଯାତ୍ରୀମାନଙ୍କ ଜ୍ଞାତବ୍ୟ ବିଷୟମାନ ପୁସ୍ତକାରରେ ପ୍ରକାଶ କରି ସାଧାରଣଙ୍କ ଅବଗତି ନିମିତ୍ତ ଅଳ୍ପମୂଲ୍ୟରେ ବିକ୍ରି କରନ୍ତି — Raiway time table.