ରେଳଚଲାଇବା
ଦେଖଣା
ରେଳଚଲାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ଅଞ୍ଚଳରେ ନୂତନ ରେଳ ପଥ ପକାଇ ସେହି ଅଞ୍ଚଳରେ ରେଳଗାଡ଼ି ଚଳିବାର ସୁତ୍ରପାତ କରିବା —୧. To open up a placr for railway traffic.
- ୨. ରେଳ ଗାଡ଼ିର ଏଞ୍ଜିନ୍କୁ ନିୟନ୍ତ୍ରିତ କରି ରେଳ ଗାଡ଼ିକୁ ଗତି ବିଶିଷ୍ଟ କରିବା —୨. To drive a railway engine or train (by guiding the engine.)