ରେଳପାସ୍
ଦେଖଣା
ରେଳପାସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରେଳପାସ୍
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ରେଲବେ ପାସ୍)
[ସମ୍ପାଦନା]ରେଳ— ଗାଡ଼ିରେ ଭଡ଼ା ନ ଦେଇ କିମ୍ୱା ଅଳ୍ପ ଭଡ଼ା ଦେଇ ଚଢ଼ି ବୁଲିବା ପାଇଁ ରେଳ କମ୍ପାନୀ ତାଙ୍କ କର୍ମଚାରୀଆଦିଙ୍କୁ ଯେଉଁ ଛାଡ଼ି ଚିଠି ଦେଇ ଥାଆନ୍ତି —Railway pass.
[ଦ୍ରଷ୍ଟବ୍ୟ —ଏହା ୩ ପ୍ରକାର ଯଥା ===
- ୧. ଫ୍ରିପାସ୍ (Free Pass)=ବିନା ଭଡ଼ାରେ ରେଳ ଚଢ଼ିବା ପାଇଁ ଛାଡ଼
- ୨. ସିଜନ୍ ପାସ୍ (Season Pass)=ନିଦ୍ଧିଷ୍ଟ କାଳ ଲାଗି ଅଳ୍ପ ଭଡ଼ାରେ ରେଳ ଚଢ଼ି ବୁଲିବା ପାଇଁ ଛା଼ଡ଼
- ୩. କନ୍ସେସନ୍ ପାସ (Concession Pass) =ବିଶିଷ୍ଟ ଘଟନା ବା ପର୍ବାଦି ଉପଲକ୍ଷରେ ଯାତ୍ରୀଆଦିଙ୍କୁ କମ ଭଡ଼ାରେ ବା ଏକ ଶ୍ରେଣୀର ଭଡ଼ା ଦେଇ ତା ଉପର ଶ୍ରେଣୀ ରେଳରେ ଯାତାୟାତ କରିବା ପାଇଁ ଦିଆଯିବା ଛଡ଼]