ରେଳବାଇ
ଦେଖଣା
ରେଳବାଇ
ଉଚ୍ଚାରଣ
[ସମ୍ପାଦନା][ରେଳ (ଳ)ବେ—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - . ବିଶେଷ୍ୟ - (ଇଂରାଜୀ - ରେଲବେ)
[ସମ୍ପାଦନା]- ୧. ରେଲଉଏ; ରେଳରାସ୍ତା —୧. Railway.
- ୨. ରେଳବାଇ କମ୍ପାନୀ (ଦେଖ) - ୨. Reḻabāi kampānī (See)
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ସଙ୍ଗେ
ଅଫିସ୍ —Office
ଷ୍ଟେସନ୍ —Station
ଲାଇନ୍ —line.
କମ୍ପାନୀ —Company.
ଟାଇମ୍ —Time
ଟାଇମ୍ ଟେବଲ୍ —timetable.
ବୁକ୍ଷ୍ଟଳ୍ —Bookstall.
ରିଫ୍ରେସ୍ ମେଣ୍ଟ ରୁମ —Refreshment room.
ବେଟିଙ୍ଗ୍ ରୁମ୍ —Waiting room.
ସ୍ପିଟ୍ମିଟ୍ ଷ୍ଟଲ୍ —Sweetment stall.
ପ୍ରଭୃତି ଅନେକ ଶବ୍ଦ ମିଶି ଦେଶୀୟ ଭାଷାରେ ବୈଦେଶିକ ଯୁକ୍ତ ଶବ୍ଦମାନ ବ୍ୟବହୃତ ହୋଇଥାଏ]