ରେଳଲାଇନ୍
ଦେଖଣା
ରେଳଲାଇନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - [ଇଂରାଜୀ - ରେଲ୍+ଲାଇନ୍]
[ସମ୍ପାଦନା]- ୧. ରେଳ ବର୍ତ୍ମରେ ଦୁଇ ଧାଡ଼ି ହୋଇ ପଡ଼ିଥିବା ଲୁହା କଡ଼ି; ଯେଉଁ ଲମ୍ୱ ଲୁହା କଡ଼ି ଉପରେ ରେଳ ଚକ ଗଡ଼ି ଗଡ଼ି ଚଳେ —୧. The long strips of iron on which the wheels of a railway train move.
- ୨. ରେଳପଥ; ରେଳ ଗାଡ଼ି ଯେଉଁ ଲୌହବର୍ତ୍ମ ଉପର ଦେଇ ଗତି କରେ — ୨. Railway line; railway; rail road.