Jump to content

ରେଳ ଘଣ୍ଟି

ଉଇକିଅଭିଧାନ‌ରୁ

ରେଳ ଘଣ୍ଟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରେଳଗାଡ଼ି ଷ୍ଟେସନକୁ ଆସିବାର ଓ ଷ୍ଟେସନ ଚାଡ଼ିବାର ବିଭିନ୍ନ ସମୟରେ ଦିଆଯିବା ଘଣ୍ଟି —Bells sounded at different times before and during the time the train comes to the station.

[ଦ୍ରଷ୍ଟବ୍ୟ — ଏହ ଘଣ୍ଟାରେ ଭିନ୍ନ ଭିନ୍ନ ନାମ ଅଛି ପ୍ରଥମେ ଲାଇନ୍ କ୍ଲିଅର୍ ଘଣ୍ଟା, ତତ୍ପରେ ଆଉଟ୍ ଘଣ୍ଟା ଓ ଶେଷରେ ଇନସାଇଟ୍ ଘଣ୍ଟା ତତ୍ପରେ ଗାଡ଼ି ଛାଡ଼ିବା ପୂର୍ବର ଘଣ୍ଟା— ଫାଷ୍ଟ୍ ବେଲ୍ ଓ ଛାଡ଼ିବା ସମୟରେ ଘଣ୍ଟା —ଷ୍ଟାଟିଙ୍ଗବେଲ୍]