Jump to content

ରେଶମୀ

ଉଇକିଅଭିଧାନ‌ରୁ

ରେଶମୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - )

[ସମ୍ପାଦନା]
୧. ରେଶମସୁତ୍ରନିର୍ମିତ; ରେଶମସମ୍ୱନ୍ଧୀୟ — ୧. Silken.
୨. ରେସମ ପରି କୋମଳ ଓ ଚିକ୍କଣ —୨. Silky; soft and smooth.