ରେସିଦଣ୍ଟ୍
ଦେଖଣା
ରେସିଦଣ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା](ଇଂରାଜୀ - ରେସିଡ଼େଣ୍ଟ୍)—ମିତ୍ର ରାଜାଙ୍କ ସଭାରେ ସମ୍ରାଟଙ୍କ ପକ୍ଷରୁ
ଅନୁବାଦ
[ସମ୍ପାଦନା]ରେସିଦଣ୍ଟ୍
|
ପ୍ରତିନିଧି ରୁପେ ନିଯୁକ୍ତ ରାଜ କର୍ମଚାରୀ —A Resident in the court of a Feudatory Chief. representing the paramount power.
[ଉ— ରେସିଡ଼େଣ୍ଟଃ ପ୍ରେସିଡ଼େଣ୍ଟ ସୁପ୍ରିଡ଼େଣ୍ଟ ସ୍ତଥୈବତ, କ୍ରୟୋଡ଼େଣ୍ଟାଃ, ସମାଯୁକ୍ତାଃ ରାଜ୍ୟନାଶସ୍ୟ ହେତବଃ କୌତୁକ ଶ୍ଲୋକଃ]
[ଦ୍ରଷ୍ଟବ୍ୟ — ସ୍ୱାଧୀନ ଓ ମିତ୍ର ରାଜ୍ୟ (ଯଥା— କାଶ୍ମୀର, କାବୁଲ)ମାନଙ୍କ ରାଜ ଦରବାରରେ ନିଯୁକ୍ତ ଇଂରେଜ କର୍ମଚାରୀଙ୍କ ନାମ ରେସିଡ଼େଣ୍ଟ୍ Resident ଓ କରଦ ମିତ୍ର ରାଜସଭାର ନିଯୁକ୍ତ ଇଁରେଜ କର୍ମଚାରୀଙ୍କ ନାମ ପୋଲିଟିକାଲ୍ ଏଜେଣ୍ଟ୍ Political Agent.
[ଉ— ତତ୍ତତ୍ ରାଜାମାନଙ୍କ ସଙ୍ଗେ ସରକାରଙ୍କର ଏହି ରେସିଡ଼େଣ୍ଟମାନଙ୍କ ଜରିଆରେ ପତ୍ରାଦିର ଆଦାନ ପ୍ରଦାନ ହୁଏ]