ରେୟାତି
ଦେଖଣା
ରେୟାତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରେୟାତି
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ରିୟାୟତ୍)
[ସମ୍ପାଦନା]- ୧. ରିଆତ୍; ରିଆତି; ରିୟାତି; ଅନୁଗ୍ରହ —୧. Favour.
- ୨. ରିଆତ୍ (ଦେଖ) - —୨. Riāt (See)
- ୩. ଛାଡ଼; ନିଷ୍କୃତି —୩. Exemption; liberation.
- ୪. ଦଣ୍ଡାଦିରୁ ଅବ୍ୟାହତି ବା ମାପ୍; ମାଫୀ —୪. Remission of a punishment.
ରେୟାତି
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ରିଆତ୍ (ଦେଖ) - Riāt (see)