ରେ କରି
ଦେଖଣା
ରେ କରି
ଉଚ୍ଚାରଣ
[ସମ୍ପାଦନା](ଏକରି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ—(ବିଭକ୍ତିସୂଚକ)
[ସମ୍ପାଦନା]- ୧.ଦ୍ୱାରା —୧. By; with.
[ଉ—ଆତ୍ମାବିଦ୍ୟାର ବଳେ କରି, ଶୁକ ଯା କହିଲେ ବିସ୍ତାରି ଜଗନ୍ନାଥ ଭାଗବତ ]
- ୨. ସାହାଯ୍ୟରେ — ୨. With the help of.
- ୩. ଯୋଗୁଁ; ହେତୁ — ୩. On account of; owing to; as a result of.
[ଉ—ସ୍ନେହରେକରି, ବ୍ରଜବିହାରୀ, କର ଦେବେ ମୋ କନ୍ଧ ଭକ୍ତଚରଣ. ମଥୁରାମଙ୍ଗଳ ]