Jump to content

ରୈଚ୍ୟ

ଉଇକିଅଭିଧାନ‌ରୁ

ରୈଚ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ରୁଚି+ଯ)—ମନୁ ବିଶେଷ; ତ୍ରୟୋଦଶ ମନୁ — ୧. One of the progenitors of mankind.
୨. (ରୁଚ୍ୟ+ଅ) ବେଲକାଠର ଯଷ୍ଟି — ୨. A Staff of Bilwa wood. (M.W.)