ରୈବତ
ଦେଖଣା
ରୈବତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରେବତୀ+ଅ)
[ସମ୍ପାଦନା]- ୧. ବିନ୍ଧ୍ୟ ପର୍ବତର ପଶ୍ଚିମ ଦିଗରେ ଥିବା ପର୍ବତବିଶେଷ —୧. Name of a mountain to the west of the Bindhya range of hills.
- ୨. ଦୈତ୍ୟ ବିଶେଷ —୨. Name of a mythological demon.
- ୩. ଶିବ; ମହାଦେବ —୩. God Ṡiba.
- ୪. ଚତୁର୍ଦ୍ଦଶ ମନୁଙ୍କ ମଧ୍ୟରୁ ପଞ୍ଚମ ମନୁ —୪. The fifth of the ୧୪ progentiors of the creation.
[ଉ—ପଞ୍ଚମେ ତାମସ ସୋଦର ରୈବତ ନାମେ ମନୁବର ଜଗନ୍ନାଥ ଭାଗବତଦ]
[[]] ୫ ରୈବତକ ]] ୨ (ଦେଖ) - —୫. R&aline;i̱batake ୨ (See).