Jump to content

ରୋକଡ଼ କାଟିବା

ଉଇକିଅଭିଧାନ‌ରୁ

ରୋକଡ଼ କାଟିବା

ଉଚ୍ଚାରଣ

[ସମ୍ପାଦନା]

[ରୋକଡ଼ ଗଡ଼ା (ଡ଼େ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପ୍ରତିଦିନର ଜମାରୁ ଖରଚ କାଟି ଉଦ୍ୱୃତ୍ତି ତହବିଲକୁ 'କୈଫିୟତ୍' ସ୍ତମ୍ଭରେ ଜମାଖରଚର ଶେଷରେ ଲେଖିବା — To strike out daily cash balance

[ଦ୍ରଷ୍ଟବ୍ୟ —ଏକ ଦିନର ରୋକଡ଼ରେ ଗଡ଼ା ହୋଇଥିବା ରୋକଡ଼ବାକିକୁ ପର ଦିନର ଜମାଘରେ ପ୍ରଥମେ ଲେଖିବାକୁ ହୁଏ ]