Jump to content

ରୋକଡ଼ ଜମାଖରଚ

ଉଇକିଅଭିଧାନ‌ରୁ

ରୋକଡ଼ ଜମାଖରଚ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ବହିରେ ପ୍ରତିଦିନନ ସମୁଦାୟ ନଗଦ ଆୟ ଓ ନଗଦ ବ୍ୟୟ ମୋଟ କରାଯାଇ ଆୟରୁ ବ୍ୟୟ ବାଦ୍ ଦିଆଯାଇ ଉଦ୍ୱୃତ୍ତ ଧନର ପରିମାଣ ବା ତହବିଲବାକି ଉଲ୍ଲେଖ ହୁଏ — ୧. An account in which daily receipts and daily expenses are totalled up and the cash balance is struck; ledger.
୨. ରୋକଡ଼ରେ ଲେଖାଥିବା ଜମା ଖରଚ ହିସାବ — ୨. Entries in a ledger.

[ ଦ୍ର—ରୋକଡ଼ ବହିରେ ଜମା ଖରଚ ଲେଖିବାର ଗୋଟିଏ ସ୍ଥୂଳ ଉଦାହରଣ ଯଥା ===

୨୧. ୮ ୩୬:

ଜମା  ଖରଚ

ଗତ ଦିନର ତହବିଲ ବାକି ଟ୫ ବଣିଆକୁ ମୁଦି ତିଆରି କରିବା

ରାମ ସାହୁଠାରୁ ଖଜଣା ଅସୁଲ ଟ୩ ପାଇଁ ଦିଆଯିବା ଟ୪

ଫଳ ବିକ୍ରିରୁ ମିଳିବା ଟ୪ ରୂପା ଖରଦି ୨ ଭରି ଟ୧

ଲୁଗା ବିକ୍ରିରୁ ମିଳିବା ଟ୨ ଜଳଖିଆ ଖରଚ ଟଂ୩

ପୁରୀରୁ ମନିଅଡ଼ର ଆସିବା ଟ୬ ପିଲାଙ୍କ ପଢ଼ା ବହି ଖରିଦ ଟ ୪


୧. ଦିନକୁ ଜମା ଟ ୧୫: ----------------------

ଗତ ଦିନର ତହବିଲ ବାକି ଟ୫ ୧ଦିନକୁ ଖରଚ ଟ ୧


ମୋଟ ଜମା ଟ ୨

କୌଫିୟତ୍ତ ===

ଜମା  ଟ୨

ଖରଚ  ଟ୧ ଯାଇ

ବାକି ତହବିଲ ଟ୧

[ ଦ—ଏ ଦେଶ ଟଙ୍କା ଉକ୍ତ ତାରିଖର ରୋକଡ଼ବାକି ଅଟେ ]