Jump to content

ରୋକା

ଉଇକିଅଭିଧାନ‌ରୁ

ରୋକା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୋକ୍ଳା; ତୁଳ.ସଂସ୍କୃତ - ରୋକ=ନଗଦ ଟଙ୍କାରେ ବସ୍ତୁ କ୍ରୟ)

[ସମ୍ପାଦନା]
୧. ନଗଦ ଟଙ୍କା ଋଣ କରିବା ଖାତକ ମହାଜନଙ୍କୁ ଲେଖିଦେବା ଦଲିଲ; ହେଣ୍ଡ୍ ନୋଟ୍; ଗୋଜା —୧. Handnote; promissory note hundi.
୨. ପତ୍ରବାହକକୁ ଟଙ୍କା ଦେବା ପାଇଁ ବରାଦି ଚିଠି; ହୁଣ୍ଡୀ —୨. A letter directing payment of cash to the bearer.
୩. ଟଙ୍କା ପାଇବା ବ୍ୟକ୍ତି ଟଙ୍କା ଦେବା ବ୍ୟକ୍ତିକୁ ଯେଉଁ ରସିଦ ଦିଏ — ୩. Receipt; written acknowledgement of receipt of money.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ରୋଧ) ରୋକିବା; ଅଟକାଇବା; ବାଧା ଦେବା —୧. Obstructing; restraining.

ଦେଶଜ - ବିଶେଷଣ - (ସଂସ୍କୃତ - ରୋଧ)

[ସମ୍ପାଦନା]

ଅଟକା ଯାଇଥିବା; ରୋକା ହୋଇଥିବା — Restrained: obstructed.