ରୋକ୍
ଦେଖଣା
ରୋକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ରୋଧ)
[ସମ୍ପାଦନା]- ୧. ନିଷେଧ କରିବା — ୧. Forbidding; prohibiting;
- ୨. ରୋଧ; ଅଟକ; ବାଧା ଦେବା —୨. Restraint; cbstruction; stoppage.
- ୩. ଗତିରେ ବାଧା ଦେବା —୩. Restraining a person or animal from moving.
- ୪. ଜାତିରୁ ଅଟକ; ସାମାଜଚ୍ୟୁତି —୪. Excommnication from society or caste; ostracism.
- ୫. କୌଣସି କାର୍ଯ୍ୟକୁ କିଛିକାଳ ପାଇଁ ବନ୍ଦ କରିବା —୫. Temporary stoppage of any work.
- ୬. (ସଂସ୍କୃତ - ରୋକ=ନଗଦ କିଣାବିକା) ନଗଦ ଦାମରେ ବିକ୍ରି ଖରିଦ ଆଦି କାରବାର —୬. Cash transaction.