ରୋକ୍ଠୋକ୍ ଛିଡ଼େଇ ଦେବା
ଦେଖଣା
ରୋକ୍ଠୋକ୍ ଛିଡ଼େଇ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୋକ୍ଠୋକ୍ ଛିଡ଼େଇ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବିଷୟକୁ ସଙ୍ଗେ ସଙ୍ଗେ ମୀମାଂସା କରିବା —୧. To settle a matter promptly or on the spot.
- ୨. କୌଣସି ପ୍ରାପ୍ୟକୁ ନଗଦ ଦେଇଦେବା —୨. To pay up any due promptly or in cash.