Jump to content

ରୋକ୍ଠୋକ୍ ଜବାବ ଦେବା

ଉଇକିଅଭିଧାନ‌ରୁ

ରୋକ୍ଠୋକ୍ ଜବାବ ଦେବା

ଉଚ୍ଚାରଣ

[ସମ୍ପାଦନା]

[ରୋକ୍ଠୋକ୍ ବତା(ତେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ପ୍ରଶ୍ନର ଉତ୍ତର ସଙ୍ଗେ ସଙ୍ଗେ ଦେବା —୧. To give a prompt or ready reply.
୨. ଅପ୍ରିୟ ସତ୍ୟ ହେଲେହେଁ କୌଣସି କଥାକୁ ନିର୍ଭୟରେ ମୁହେଁ ମୁହେଁ କହିଦେବା — ୨. To tell an unplesant truth to one's face.