Jump to content

ରୋକ୍ କରିବା

ଉଇକିଅଭିଧାନ‌ରୁ

ରୋକ୍ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅଟକ କରିବା; ବାଧା ଦେବା — ୧. To restrain.
୨. ନିଷେଧ କରିବା — ୨. To prohibit or forbid.
୩. ରୋକିବା (ଦେଖ) - —୩. Rokibā (See)
୪. ସମାଜରୁ ଅଟକ କରିବା —୪. To ostracise a person.