Jump to content

ରୋକ୍ ଶୋଦ୍ କରିବା

ଉଇକିଅଭିଧାନ‌ରୁ

ରୋକ୍ ଶୋଦ୍ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୀମାଂସା କରିବା — ୧. To finally settle a matter.
୨. ନିଷ୍ପତି ଦେବା — ୨. To grant release.
୩. ଯିବାକୁ ଅନୁମତି ଦେବା —୩. To permit a person to depart.
୪. କୌଣସି ଦାୟିତ୍ୱରୁ ଛାଡ଼ ଦେବା —୪. To exempt a person from any responsibility.
୫. (ଋଣ ବା ଦେଣା ବା ପ୍ରାପ୍ୟ ଶଦ୍ଦ ସଙ୍ଗେ ବ୍ୟବହୃତ ହୁଏ, ଯଥା, ମୁଁ ଅମୁକର ଦେଣାକୁ ରୋକ୍ଶତ୍ କରି ଦେଲିଣି)—ଦେଣାକୁ ବିବାକ୍ ପରିଶୋଧ କରିବା —୫. To clear off or liq uidate a debt or liability.

[ ଦ୍ର—ଏହିପରି ପାଇବା, ହେବା, ଦେବା, ନେବା, ମିଳିବା ଆଦି କ୍ରିୟା ସଙ୍ଗେ 'ରୋକ୍ ଶତ୍' ଶଦ୍ଦ ଯୁକ୍ତ ହୋଇ ବିଭିନ୍ନାର୍ଥ ପ୍ରକାଶ କରିଥାଏ]