ରୋଗକ୍ଷୟ
(ରୋଗ ଶେଷ, ରୋଗ ନାଶ—ଅନ୍ୟରୂପ)
ରୋଗରୁ ସମ୍ପୂର୍ଣ୍ଣରୂପେ ଆରୋଗ୍ୟ ଲାଭ —Complete cure of a disease.
[ଉ—ଋଣ ଶେଷ, ରୋଗ ଶେଷ, ୟାଙ୍କର କେଭେ ନ ରଖିବ ଲେଶ ଢ଼ଗ]