Jump to content

ରୋଗଘ୍ନ

ଉଇକିଅଭିଧାନ‌ରୁ

ରୋଗଘ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ରୋଗ+ହନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯାହା ରୋଗ ନାଶ କରେ; ରୋଗ ନାଶକ —Efficacious in curing illness.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଔଷଧ —୧. Medicine.
୨. ବୈଦ୍ୟ —୨. Physician.