ରୋଗଣ ଚିତ୍ର
ଦେଖଣା
ରୋଗଣ ଚିତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୋଗଣ ଚିତ୍ର
|
ଦେଶଜ - ବିଶେଷ୍ୟ - (ଫାରାସୀ - ରୋଗନ୍+ସଂସ୍କୃତ - ଚିତ୍ର)
[ସମ୍ପାଦନା]ଯେଉଁ ଚିତ୍ର ଉପରେ ରୋଗନ୍ ବା ବାର୍ଣ୍ଣିସ୍ ଲିପା ହୋଇଥିବାରୁ ତାହା ଚକ୍ ଚକ୍ କରୁଥାଏ —A varnished picture.
[ଉ—ରୋଗଣ ଚିତ୍ର ଅତୁଳା ପିତୁଳା, କେ କଲା କର କେହି ସ୍ଥିର ହେଲା ଭଞ୍ଜ. ଲାବଣ୍ୟବତୀ]