ରୋଗ ଛାଡ଼ିବା
(ରୋଗ ଭଲ ହେବା, ରୋଗ ଛାଡ଼ିଯିବା—ଅନ୍ୟରୂପ)
ରୋଗର ଆକ୍ରମଣରୁ ରକ୍ଷା ପାଇବା; ଆରୋଗ୍ୟ ହେବା —A disease leaving a person; being cured of a diusease; recovering from illness.