ରୋଗ ପୀଡ଼ା
(ରୋଗ ପ୍ରକୋପ, ରୋଗ ଯନ୍ତ୍ରଣା—ଅନ୍ୟରୂପ)
ରୋଗର ଯନ୍ତ୍ରଣା ବା କଷ୍ଟ; ରୋଗ ଜନିତ କଷ୍ଟ —The pain resulting from a disease.