ରୋଗ ବାସ
(ରୋଗ ଦହେରେ ବସା କରିବା—ଅନ୍ୟରୂପ)
ଦୃଢ଼ଭାବେ ରୋଗର ଆକ୍ରମଣ —Firm hold of a disease on a person.
[ଉ—ଷଷ୍ଠେ ରାଜ୍ୟ ବିନଶ୍ୟତି ସପ୍ତେ ରୋଗବାସ ପ୍ରାଚୀ, ଶିବସ୍ୱରୋଦୟ]