Jump to content

ରୋଗ ମାରିବା

ଉଇକିଅଭିଧାନ‌ରୁ

ରୋଗ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଔଷଧ ବା ଅନ୍ୟ ଉପାୟରେ ରୋଗକୁ ପୂର୍ଣ୍ଣରୂପେ ଆରୋଗ୍ୟ କରିବା ବା କରାଇବା
୨. (ରୋଗ) କୌଣସି ବ୍ୟକ୍ତିକୁ ମୃତପ୍ରାୟ କରିବା