Jump to content

ରୋଗ ରାଜ

ଉଇକିଅଭିଧାନ‌ରୁ

ରୋଗ ରାଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ରୋଗ+ରାଜନ୍; ରୋଗମାନଙ୍କ ମଧ୍ୟରେ ରାଜା ବା ପ୍ରଧାନ)

[ସମ୍ପାଦନା]

ରାଜଯକ୍ଷ୍ମା; କ୍ଷୟ ରୋଗ —Consumption; pthysis.