ରୋଚକ
ଦେଖଣା
ରୋଚକ
ଉଚ୍ଚାରଣ
[ସମ୍ପାଦନା](ରୋଚିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରୁଚ୍ ଧାତୁ ଣିଜନ୍ତ ରୋଚିଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ରୁଚିକର —୧. Tastetul.
- ୨. ମୁଖରୁଚିକର — ୨. Pleasent to the taste; relishing; delicious.
- ୩. ପ୍ରୀତିଜନକ —୩. Pleasing.
- ୪. କ୍ଷୁଧାର ଉଦ୍ଦୀପକ —୪. Savoury; appetising.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷୁଧା —୧. Hunger.
- ୨. ଚଟୁଣୀ —୨. sauce.
- ୩. (ବୈଦ୍ୟକ)— କଦଳୀ —୩. Plantain.
- ୪. ନେପାଳ ଦେଶୀୟ ଗ୍ରନ୍ଥିପର୍ଣ୍ଣ— ବିଶେଷ; ଗଣ୍ଠିଅଣା ଗୁଳ୍ମ —୪. A medicinal plant.
- ୫. ପଲାଣ୍ଡୁ; ପିଆଜ —୫. Onion.