Jump to content

ରୋଚନା

ଉଇକିଅଭିଧାନ‌ରୁ

ରୋଚନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି, ସ୍ତ୍ରୀ (ରୁଚ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅନ+ ଆ)

[ସମ୍ପାଦନା]
୧. (ବୈଦ୍ୟକ) ଗୋରୋଚନା; ଗୋଚିନା —୧. Bijoor; a sort of yellow pigment got from the carcass of cattle.

[ଉ— ଅଳକ ତଳ ଅଖଣ୍ଡିତ ରୋଚନା ରେଖ କବିସୂର୍ଯ୍ୟ କିଶୋରଚମ୍ପୁ ଭ.ଗୀତ]

୨. ନିର୍ମଳ ଆକାଶ —୨. The bright sky; firmament (Apte).
୩. କୂଟ ଶାଳ୍ମଳୀ —୩. The black ṡālmaḻi tree (Apte).
୪. ରକ୍ତ କମଳ —୪. The red lotus
୫. ଉତ୍ତମା ସ୍ତ୍ରୀ —୫. a graceful woman.